🌍 ମୁଖ୍ୟ ସମ୍ପାଦକ (SRINIBASH/+919439883165)
ରାଜଧାନୀରେ ପିଲା ବିକ୍ରି ରାକେଟର ପର୍ଦ୍ଦାଫାସ। ୪ ବର୍ଷର ନାବାଳିକାକୁ ଉଦ୍ଧାର କଲା ବଡଗଡ଼ ଥାନା ପୋଲିସ। ୪୦ ହଜାର ଟଙ୍କାରେ ବିକ୍ରି କରିଥିଲେ ବାପା ମା’ , ବିହାରର ଦମ୍ପତ୍ତି ବିକ୍ରି କରିଥିଲେ। ପିପିଲିର ଏକ ପରିବାର ଏହି ପିଲାକୁ କିଣିଥିଲେ। ଏହି ଡିଲ୍ ବେଳେ ଦୁଇ ଜଣ ଦଲାଲ ମଧ୍ୟସ୍ଥତା କରୁଥିଲେ ।ମୋଟ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ବଡଗଡ଼ ଥାନା ପୋଲିସ ।